Download Now Banner

This browser does not support the video element.

କୋମନା: ସୁନାବେଡ଼ାରେ ମା ସୁନାଦେଇଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼

Komna, Nuapada | Oct 7, 2025
ଆଜି ହେଉଛି ସୁନାବେଡ଼ାର ମା ସୁନାଦେଇଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଛତର ଯାତ୍ରା ପାଇଁ ସୁନାବେଡ଼ାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ଦିନ ଗୋଟାଏ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମା ସୁନାଦେଇଙ୍କ ଦର୍ଶନ ପାଇଁ ଆସିଥିବାରୁ ସୁନାବେଡ଼ା ଲୋକରଣ୍ୟ ହୋଇପଡିଥିଲା। ନୂଆପଡ଼ା ସମେତ ,କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୋନପୁର ସମେତ ପଡୋଶୀ ଛତିଶଗଡ଼ର ହଜାର ହଜାର ଶ୍ରଦ୍ଧାଲୁ ସୁନାବେଡ଼ା ଆସି ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।
Read More News
T & CPrivacy PolicyContact Us