This browser does not support the video element.
ଓରିଏଣ୍ଟ: ବେଲପାହାଡ ତାରିଣୀ ମନ୍ଦିର ରୁ ଚୋରୀ ଉଦ୍ୟମ ବେଳେ ଜଣେ ବ୍ୟକ୍ତି କୁ କାବୁ କଲେ ସ୍ଥାନୀୟ ଲୋକେ
Orient, Jharsuguda | Sep 9, 2025
ଜାତୀୟ ରାଜପଥ-୪୯ ବେଲପାହାଡ ତାରିଣୀ ମନ୍ଦିର ରୁ ଚୋରୀ ଉଦ୍ୟମ ବେଳେ ଜଣେ ବ୍ୟକ୍ତି କୁ କାବୁ କଲେ ସ୍ଥାନୀୟ ଲୋକେ l ଆଜି ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ ଟା ୩୦ ଟା ରୁ ୭ ଟା ମଧ୍ୟରେ ଜଣେ ବ୍ୟକ୍ତି ଚୋରୀ ଉଦ୍ୟମ ରେ ବେଲପାହାଡ ତାରିଣୀ ମନ୍ଦିର କୁ ପ୍ରବେଶ କରିଥିବାବେଳେ ସ୍ଥାନୀୟ ଲୋକେ ଦେଖିଥିଲେ l ସ୍ଥାନୀୟ ଲୋକେ ତୁରନ୍ତ ବ୍ୟକ୍ତି ଜଣକୁ କାବୁ କରି ପୋଲିସ ନିକଟରେ ଜିମା ଦେଇଛନ୍ତି l ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ମନ୍ଦିର ଭିତରକୁ ଚୋରୀ ଉଦେଶ୍ୟ ରେ ପ୍ରବେଶ କରିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ଥିବା ଭିଡ଼ିଓ ଭାଇରାଲ ହୋଇଛି l