Install App
kishore85153
This browser does not support the video element.
ସୁନ୍ଦରଗଡ ସହର: ଅଲ୍ ଓଡିଶା CRP CM ସଂଘ ଜିଲ୍ଲା ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ
Sundargarh Town, Sundargarh | Sep 3, 2025
ସୁନ୍ଦରଗଡ ବୁଧବାର ଦିନ ୧୧ ଟା ସମୟରେ ଅଲ୍ ଓଡିଶା ସି ଆର୍ ପି ସି ଏମ ସୁନ୍ଦରଗଡ ଜିଲ୍ଲା ଶାଖା ଲେଫ୍ରୀ ପଡ଼ା ଓ ସଦର ବ୍ଲକ ପରୀ ବିଭିନ୍ନ ବ୍ଲକ ରୁ ଆସି ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଙ୍କୁ ଓ ବିଧାୟକ ଙ୍କୁ ଉପ ବାଚସ୍ପତି ଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀ ତଥା ମୁଖ୍ୟ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ
Share
Read More News
T & C
Privacy Policy
Contact Us
Your browser does not support JavaScript!