This browser does not support the video element.
ଚାନ୍ଦବାଲି: ଖେରଙ୍ଗ ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ; ପ୍ରତିକ୍ରିୟା ଦେଲେ ପ୍ରଭାରୀ ପ୍ରଭାତ ଶୁଭଦର୍ଶନ ମହାନ୍ତି
Chandabali, Bhadrak | Apr 13, 2024
ଚାନ୍ଦବାଲି ବ୍ଲକ ଖେରଙ୍ଗ ପଞ୍ଚାୟତରେ ବିଜେପି ପକ୍ଷରୁ ଶନିବାର ଅପରାହ୍ନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଖେରଙ୍ଗ ପଞ୍ଚାୟତର ବିଜେପି ନେତା ତପନ କୁମାର ମାଝୀଙ୍କ ନେତୃତ୍ବରେ ଅନ୍ୟ ଦଳର କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେପିରେ ସାମିଲ ହୋଇଛନ୍ତି। ୩୦ଟି ପରିବାର ବିଧିବଦ୍ଧ ଭାବେ ବିଜେପିରେ ଯୋଗଦାନ କରିଥିବା ନେଇ ପ୍ରତିକ୍ରିୟା ଦେଇଥିଲେ ପ୍ରଭାରୀ ଶୁଭଦର୍ଶନ ମହାନ୍ତି।