Install App
khabaraebeebe
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସହିଦନଗର ଶାନ୍ତିପଲି ବସ୍ତିରୁ 240ଲିଟର ଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ
Bhubaneswar M Corp, Khordha | Sep 5, 2025
ସହିଦନଗର ଶାନ୍ତିପଲି ବସ୍ତିରୁ 240ଲିଟର ଦେଶୀ ମଦ ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ଆଜି 1.15ରେ ବିଶେଷ ସୂତ୍ରରୁ ସୂଚନା ପାଇଁ ଅବକାରୀ ଥାନା ପୋଲିସ ସହିଦନଗର ଶାନ୍ତିପଲି ବସ୍ତିରେ ଅତର୍କିତ ଚଢ଼ଉ କରିଥିଲେ | ସେଠାରେ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ | ତଲାସୀ ବେଳେ ତା ନିକଟରୁ 240ଲିଟର ଦେଶୀ ମଦ ଯାହାର ଆନୁମାନିକ ମୂଲ୍ୟ 48ହଜାର ଟଙ୍କା ହେବ | ଏହା ଶହ ଗୋଟିଏ ସ୍କୁଟି ମଧ୍ୟ ଜବତ କରିଛି ଅବକାରୀ ଥାନା ପୋଲିସ |
Share
Read More News
T & C
Privacy Policy
Contact Us
Your browser does not support JavaScript!