Download Now Banner

This browser does not support the video element.

ମାଲକାନଗିରି: ବାଲିମେଳା ବନ ବିଭାଗ ପକ୍ଷରୁ ଉଦଘାଟିତ ହେଲା ମା ପାଇଁ ଗଛଟିଏ ସଚେତନତା ରଥ, ଉଦ୍ଘାଟନ କଲେ ଚିତ୍ରକୋଣ୍ଡା ବିଧାୟକ

Malkangiri, Malkangiri | Sep 5, 2025
ମାଲକାନଗିରି ଜିଲ୍କା ବାଲିମେଳା ବନ ବିଭାଗ ଆଜି ସକାଳ ୧୦ ଟା ସମୟରେ ବାଲିମେଳା ବନାଞ୍ଚଳ ବିଭାଗ ପକ୍ଷରୁ ଜିଲ୍ଲା ସହକାରୀ ବନ ସଂରକ୍ଷକ ପ୍ରିୟଙ୍କା ମହୁଆଙ୍କ ତତ୍ୱାବଧାନରେ ଏବଂ ବାଲିମେଳା ବନାଞ୍ଚଳ ଅଧିକାରିଣୀ ଲିସ୍ମିତା କଅଁରଙ୍କ ନେତୃତ୍ୱରେ ଏକ ପେଡ ମା କେ ନାମ ସଚେତନତା ରଥ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆରମ୍ଭ କରାଯାଇଛି। ଆମ ଜନ୍ମଧାତ୍ରୀ ମା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା ପାଇଁ ସମସ୍ତେ ଗଛଟିଏ ଲଗାଇବା
Read More News
T & CPrivacy PolicyContact Us