This browser does not support the video element.
କେନ୍ଦୁଝର ସହର: ବଡବିଲ ସରସ୍ଵତୀ ଶିଶୁ ମନ୍ଦିରରେ ପୋଲିସ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ
Kendujhar Town, Kendujhar | Aug 23, 2025
ଯୁବପିଢି ଓ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଆଇନ ସଚେତନତା, ବିଶ୍ୱାସ ଭାଜନ ଓ ସୁସମ୍ପର୍କ ସ୍ଥାପନ ପାଇଁ କେନ୍ଦୁଝର ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସାରା ପୋଲିସ ବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ କରା ଯାଉଛି। ସେହି କ୍ରମରେ ଆଜି ବଡବିଲ ପୋଲିସ ପକ୍ଷରୁ ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ, ଆଇଆଇସି ଶ୍ରୀ ଅଶୋକ କୁମାର ନାୟକ ଅଧ୍ୟକ୍ଷତାରେ ବଡବିଲ ସରସ୍ଵତୀ ଶିଶୁ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।