This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ନିଖୋଜ ନାବାଳିକାକୁ ଗୁଜୁରାଟରୁ ଉଦ୍ଧାର କଲେ ମୈଦଲପୁର ପୋଲିସ
Nabarangapur PS, Nabarangpur | Aug 23, 2025
ନିଖୋଜ ନାବାଳିକାକୁ ଗୁଜୁରାଟରୁ ଉଦ୍ଧାର କଲେ ମୈଦଲପୁର ପୋଲିସ ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ପୋଲିସ ନିଖୋଜ ନାବାଳିକାକୁ ଗୁଜୁରାଟ ରାଜ୍ୟ ରାଜକୋଟ ଠାରୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛନ୍ତି । ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି । ସୂଚନା ପ୍ରକାରେ ମୈଦଲପୁର ଥାନା ଅଞ୍ଚଳର ଜଣେ ନାବାଳିକା ଚଳିତ ମାସ ୭ ତାରିଖରେ ପରିବାର ସହ ଝଗଡା ହୋଇ କୁଆଡେ ଚାଲିଯାଇଥିଲେ । ପରିବାର ପକ୍ଷରୁ ୮ ତାରିଖରେ ଥାନାରେ ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।