Install App
ganesh35991
This browser does not support the video element.
କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ୧ନଂ ୱାର୍ଡ ସଭ୍ୟ ଭୋର ସକାଳୁ ପୋଖରୀ କୁ ଗାଧୋଇବା କୁ ଯାଇଥିବା ବେଳେ ସେଠାରେ ମୃତ୍ୟୁ
Kabisuryanagar, Ganjam | Aug 24, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ୧ନଂ ୱାର୍ଡ ସଭ୍ୟ ବିପିନ ବିହାରୀ ଶତପଥୀ ଭୋର ସକାଳୁ ନିକଟସ୍ଥ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀ ରେ ପଡିଯାଇଥିଲେ. ନିକଟରେ ଗାଧୋଇ ଥିବା କିଛି ଲୋକ ତାଙ୍କୁ ଭାସୁଥିବା ଦେଖି ତାଙ୍କରି ପରିବାର କୁ ଖବର ଦେଇଥିଲେ ପରିବାର ଲୋକେ ପହଁଚି ଦେଖିଲା ବେଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଢ଼ିଛି. ଶ୍ରୀ ଶତପଥୀ କେବଳ ଜଣେ ଦକ୍ଷ ରାଜନେତା ନଥିଲେ ଅବସର ପ୍ରାପ୍ତ ଶିକ୍ଷକ ମଧ୍ୟ ଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!