This browser does not support the video element.
ବଣେଇ: ତୋଡା ନିକଟରେ ସିରିଜ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର
Banei, Sundargarh | Apr 13, 2025
କୋଇଡା ଥାନା ତଥା କାଲଟା ଫାଣ୍ଡି ଅଧିନସ୍ଥ ୫୨୦ ଜାତୀୟ ରାଜପଥର ତୋଡା ନିକଟରେ ଆଜି ସିରିଜ୍ ଦୁର୍ଘଟଣା ଘଟିଛି। ତିନୋଟି ଗାଡି ପଛକୁ ପଛ ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଥିବା ବେଳେ ଜଣେ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଚାଳକ ଗୁରୁତର ଅବସ୍ଥାରେ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ ମୃତଦେହକୁ ଗାଡି ଭିତରୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରଖିଥିଲେ।