Download Now Banner

This browser does not support the video element.

ବୌଦ୍ଧ ସଦର: ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ମଦ ରନ୍ଧା ଆଡ୍ଡା ଉପରେ ମିଳିତ ଚଢାଉ

Baudh Sadar, Boudh (Bauda) | Aug 25, 2025
ସୋମବାର ଦିନ ବୌଦ୍ଧ ଥାନା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ ଥାନାର ବିଭିନ୍ନ ଗ୍ରାମରେ ଚାଲିଥିବା ବେଆଇନ ମଦ ରନ୍ଧା ଆଡ଼ଡା ଉପରେ ଚଢାଉ କରା ଯାଇଥିଲା l ଚମ୍ପାପୁର ଓ ପଙ୍କୁଆଳ ଗ୍ରାମ ନିକଟରେ ଚଢାଉ କରାଯାଇ 720 ଲିଟର ପୋଚ 18 ଲିଟର ମଦ ଜବତ କରି ନଷ୍ଟ କରା ଯାଇଥିବା ସୂଚନା ମିଳିଛି l ଏ ସମ୍ପର୍କରେ ଆଜି ସନ୍ଧ୍ୟା 6 ଘଣ୍ଟା ସମୟରେ ବୌଦ୍ଧ ଥାନା ଆଇ ଆଇ ସି ରଂଜିତ ମୁନୀ ସୂଚନା ଦେଇଛନ୍ତି l
Read More News
T & CPrivacy PolicyContact Us