Install App
pradipta605
This browser does not support the video element.
ଜଟଣୀ: ଶରତ ପାଇକରାୟ ଷ୍ଟାଡିୟମରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ମହୋତ୍ସବ ନେଇ ସୀତାକାନ୍ତ,ରବିନାରାୟଣ ଓ ବିଶ୍ୱରଞ୍ଜନ ରଖିଲେ ପ୍ରତିକ୍ରିୟା
Jatani, Khordha | Aug 26, 2025
ଜଟଣୀ ଶରତ ପାଇକରାୟ ଷ୍ଟାଡିୟମରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ମହୋତ୍ସବ ନେଇ କଳିଙ୍ଗ ଯୁବ ପରିଷଦର ଆବାହକ ସୀତାକାନ୍ତ ନାୟକ ଓ ସଭାପତି ରବିନାରାୟଣ ଦାସ ଏବଂ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ରଖିଲେ ପ୍ରତିକ୍ରିୟା | ସେମାନେ 26 ତାରିଖ ରାତି ସାଢେ 11 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଛନ୍ତି |
Share
Read More News
T & C
Privacy Policy
Contact Us
Your browser does not support JavaScript!