This browser does not support the video element.
ଟିଟିଲାଗଡ: ଟିଟିଲାଗଡ଼ ଡି ଏ ଭି ମହାବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ ପାଳିତ - ଯୋଗଦେଲେ ବିଧାୟକ ଓ ପୌର ପରିଷଦର ଅଧ୍ୟକ୍ଷା
Titlagarh, Balangir | Sep 9, 2025
ଟିଟିଲାଗଡ଼ - ଟିଟିଲାଗଡ଼ର ଡିଏଭି ମହାବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ଚୌଧୁରୀ, ସମ୍ମାନିତ ବକ୍ତା ଭାବେ ଶ୍ରୀଯୁକ୍ତ ଅଚ୍ୟୁତ ପୁରୋହିତ, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବିନ୍ଦ ମେହେର, ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବଦତ୍ତ ଗୁରୁ, ପରିଚାଳନା କମିଟିର ପୂର୍ବତନ ସଭାପତି ଡ ଦୋଳ ଗୋବିନ୍ଦ ବିଶି