Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଶିଖରପୁର ମହାନଦୀରେ ଭାସିଯାଇ ଛାତ୍ର ନିଖୋଜ ଘଟଣା, କହ୍ନେଇପୁର ନଦୀ କୂଳରୁ ଠାବ ହେଲା ମୃତଦେହ

Cuttack M Corp PS, Cuttack | Sep 3, 2025
କଟକ ଶିଖରପୁର ନିକଟ ମହାନଦୀରେ ଭାସିଯାଇ ନିଖୋଜ ହୋଇଥିବା ଜଣେ ସ୍କୁଲ ଛାତ୍ରର ମୃତଦେହ କହ୍ନେଇପୁର ନଦୀ କୂଳରୁ ଠାବ ହୋଇଛି। ଓଡରାଫ ଟିମ୍ ମୃତଦେହକୁ ଠାବ କରି ପୋଲିସ ଜିମା ଦେଇଛି। ବୁଧବାର ସନ୍ଧ୍ୟା ୫ ଟା ସମୟରେ ମୃତଦେହର ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ତେବେ ମଙ୍ଗଳବାର ସକାଳେ ଟ୍ୟୁସନରୁ ଫେରିବା ସମୟରେ ସାଙ୍ଗ ସହିତ ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲା ପ୍ରଭୁଦତ୍ତ ସେନାପତି।
Read More News
T & CPrivacy PolicyContact Us