Download Now Banner

This browser does not support the video element.

କୋରାପୁଟ ସହର: ସୁନାବେଡ଼ା ପୈାର ପରିଷଦର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ରଖିଛନ୍ତି ପ୍ରତିକ୍ରିୟା

Koraput Town, Koraput | Aug 31, 2025
ସୁନାବେଡ଼ା ପୈାର ପରିଷଦର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଯୋଗଦେଇ ଆଜି ଦିନ ୧୨ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ। ପୁର୍ବ ସରକାର କେଵଳ ଯୋଜନାରେ ସିମୀତ ରହିଥିଲେ କିନ୍ତୁ ତାହା ପରିବର୍ତ୍ତନ ହୋଇଛି ଏବେ ଲୋକଙ୍କ ହାତ ମୁଠାରେ ସରକାରୀ ଯୋଜନା ମିଳୁଥିବା କହିଛନ୍ତି ବିଧାୟକ।
Read More News
T & CPrivacy PolicyContact Us