Download Now Banner

This browser does not support the video element.

ଖରିଆର: ଖଡିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପରିଚାଳନାଗତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀଙ୍କ ଆନ୍ଦୋଳନ, ପ୍ରତିକ୍ରିୟା ରଖିଲେ ପ୍ରଣତୀ ପଣ୍ଡା

Khariar, Nuapada | Aug 22, 2025
ରାଜ୍ୟ ସଂଘର ଆହ୍ବାନ କ୍ରମେ ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ଅଧ୍ୟାପକ ଅଧ୍ୟାପକ ଏବଂ କର୍ମଚାରୀ ଆଜି ୧୦ ଟାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କଲେଜର ୩୦ ଜଣରୁ ଉର୍ଦ୍ଧ୍ବ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି। ଦୀର୍ଘ ବର୍ଷ ହେଲା ନିଯୁକ୍ତ ହୋଇ ମଧ୍ୟ ସେମାନେ ସରକାରୀ ଅନୁଦାନ ପାଇ ପାରୁ ନାହାନ୍ତି। ଏନେଇ ଅନେକ ଥର ଆନ୍ଦୋଳନ ସହ ସରକାର କର୍ଣ୍ଣପାତ କରୁ ନାହାନ୍ତି। ଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ପ୍ରକାଶ କରିଛନ୍ତି ।
Read More News
T & CPrivacy PolicyContact Us