This browser does not support the video element.
ଭୋଗରାଇ: କମର୍ଦ୍ଦା ଛକ ନିକଟରୁ ୪ ବାଲି ବୋଝେଇ ଡମ୍ପରକୁ ଜବଦ କଲା ପୋଲିସ
Bhograi, Balasore | Aug 23, 2025
୫୭ ନମ୍ବର ରାଜ୍ୟରାଜପଥ କମର୍ଦ୍ଦା ଛକ ନିକଟରୁ ୪ ବେଆଇନ ବାଲି ବୋଝେଇ ଜବଦ । ଥାନାରେ ଗାଡ଼ି ରଖି ଅଧିକ ତଦନ୍ତ କରୁଛି କମର୍ଦ୍ଦା ପୋଲିସ । ପ୍ରତ୍ୟେକ ଦିନ ଶହ ଶହ ବାଲି ବୋଝେଇ ଡମ୍ପର ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ଅଭିଯୋଗ ।