Download Now Banner

This browser does not support the video element.

କୋରାପୁଟ ସହର: ବାଲେଲ ପଞ୍ଚାୟତ ସଦର ମହକୁମା ଠାରେ ବିକାଶ ବାହନ ରଥର ଶୁଭାରମ୍ଭ

Koraput Town, Koraput | Jun 13, 2025
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକ ବାଲେଲ ପଞ୍ଚାୟତ ସଦରମହକୁମା ଠାରେ ବିକାଶ ବାହନ ରଥର ଶୁଭାରମ୍ଭ ହୋଇଯାଇଛି। ଆଜି ଦିନ ୩ଘଣ୍ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ୍ ସ୍ତରୀୟ ଅଧିକାରୀ ସହ ପଞ୍ଚାୟତ ଜନପ୍ରତିନିଧି ଉପସ୍ଥିତ ଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୁର୍ତି ଅବସରରେ ହୋଇଥିବା ଉଲ୍ଲେଖନୀୟ ସଫଳତା ଉପରେ ଲୋକଙ୍କୁ ସଚେତନ କରାଇବ ବିକାଶ ବାହାନ ରଥ। ଏହି ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।
Read More News
T & CPrivacy PolicyContact Us