Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଗାନ୍ଧୀଧମ ଟ୍ରେନରେ ଟିଟିଇ ଓ ଆରପିଏଫକୁ ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ 3 ଗିରଫ, ବନ୍ଧୁକ ସମେତ ମାରଣାସ୍ତ୍ର ଜବତ

Sambalpur M, Sambalpur | Aug 25, 2025
ଟ୍ରେନରେ ଟିଟିଇ ଓ ଆରପିଏଫକୁ ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ 3 ଗିରଫ, ବନ୍ଧୁକ ସମେତ ମାରଣାସ୍ତ୍ର ଜବତ l ରବିବାର ଗାନ୍ଧୀଧାମ - ପୁରୀ ଏକ୍ସପ୍ରେସ ରେଳଗାଡିରେ ଟିଟିଇ ଟିକଟ ଚେକିଂ କରୁଥିବା ସମୟରେ ଛତିଶଗଡ ରାଜ୍ୟ ଧନନତରୀ ଜିଲା ନିବାସୀ ବିଜୟ ସାହୁ, ବିକ୍ରମ ଯାଦବ ଓ ଚନ୍ଦ୍ରକାନ୍ତ ବୈଷ୍ଣବ ବିନା ଟିକଟରେ ଯାତ୍ରା କରୁଥିବାର ଜଣାପଡିଥିଲା । ବିନା ଟିକଟରେ ଯାତ୍ରାର କାରଣ ସମ୍ପର୍କରେ ଟିଟିଇ ଯୁବକ ମାନଙ୍କୁ ପଚାରିବାରୁ ସେମାନେ ତାଙ୍କ ସହିତ ଦୁର୍ବବ୍ୟବହାର ସହିତ ଧମକଚମକ ଦେଇଥିଲେ । ଫଳରେ ପେଟ୍ରୋଲିଂ କରୁଥିବା ଆରପିଏଫ କର୍ମଚାରୀ ମାନେ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ମ
Read More News
T & CPrivacy PolicyContact Us