This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ ଗାଈ ନେଇ ଯାଉଥିବା ବେଳେ ପଳାଶୁଣୀ ଛକରେ ମାଡ଼ ମାରିଥିବା ଅଭିଯୋଗ, ପୋଲିସର ଛାନବିନ
Bhubaneswar M Corp, Khordha | Sep 6, 2025
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ ଗାଈ ନେଇ ଯାଉଥିବା ବେଳେ ପଳାଶୁଣୀ ଛକରେ ମାଡ଼ ମାରିଥିବା ଅଭିଯୋଗ, ପୋଲିସର ଛାନବିନ | ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପଡ଼ିଲା ମହଙ୍ଗା | ମାଡ଼ ମାରିଲେ ଗୋରକ୍ଷକ ବାହିନୀର ଗୁଣ୍ଡା ଜୀବନ ହାରିଲା ନିଷ୍ପାପ କୁନି ବାଛୁରୀ | ଆନ୍ଧ୍ରରୁ ସିଠାଳ ଯାଉଥିବା ବେଳେ ଆଜି 9.46ରେ ପଳାଶୁଣୀ ଛକ ନିକଟରେ ଘଟିଛି ଏହି ଘଟଣା । ତେବେ କାମଧେନୁ ଯୋଜନାରେ ଲୋନରେ ଦୁଇଟି ଗାଡ଼ିରେ ଚାରୋଟି ଗାଈ ସାଙ୍ଗକୁ ତିନୋଟି ବାଛୁରୀ ଆନ୍ଧ୍ରରୁ ଆଣିବା ବେଳେ ପଳାଶୁଣୀ ଛକ ନିକଟରେ ଅଟକାଇଥିଲେ ଦୁର୍ବୃତ୍ତ । ନିଜକୁ ଗୋରକ୍ଷକ ବାହିନୀର ଲୋକ କହି ପ୍ରମାଣ ପତ୍ର ମାଗିଥିଲେ ।