Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଚିପିଲିମା ଅଂଚଳ ବାସୀ ହେଲେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Sambalpur M, Sambalpur | Sep 1, 2025
ଜିଲ୍ଲା ଚିପିଲିମା ଅଂଚଳ ବାସୀ ହେଲେ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ମିଳିଥିବା ସୂଚନା ଅନୁଯାଇ ଚିପିଲିମା ଅଂଚଳ ର କିଛି ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ନିର୍ମାଣ କରିବା ପାଈଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା l ଘର ନିର୍ମାଣ କରି ସାରିବା ପରେ ଏହି ବ୍ୟକ୍ତି ମାନଂକୁ ତାଙ୍କର ବୋନସ ଟଙ୍କା ମିଳିନଥିଲା l ଯାହାକୁ ନେଇ ବାରମ୍ୱାର ଅଭିଯୋଗ ହେବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଦିନ 2ଟାରେ ଅଂଚଳବାସୀ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ
Read More News
T & CPrivacy PolicyContact Us