Download Now Banner

This browser does not support the video element.

କଣ୍ଟାମାଳ: ବାଗଡିଆ ଗାଁ ଜଙ୍ଗଲ ନିକଟରୁ ୩୫୦ କେଜି ମହୁଲ ପୋଚ ନଷ୍ଟ

Kantamal, Boudh (Bauda) | Aug 24, 2025
350 kg ମହୁଲ ପୋଚ ନଷ୍ଟ ମନମୁଣ୍ଡା ଥାନା ବାଗଡିଆ ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବରେ ମଦରନ୍ଧାଆଡା ଥିବା ନେଇ ମନମୁଣ୍ଡା ଅବକାରୀ ବିଭାଗ ଖବର ପାଇ ଏକ ଟିମ ଆଜି ଛଡାଉ କରିଥିଲା ଘଟଣା ସ୍ଥଳରୁ ମାଫିଆ ଚମ୍ପଟ ମାରିଥିବା ବେଳେ ଉକ୍ତସ୍ଥାନରୁ 350kg ମହୁଲ ପୋଚ ନଷ୍ଟ କରି 53-25-26ମାମଲା ରୁଜୁ କରି ତଦନ୍ତ ନେଇ ଆଜି ରାତି 8-ଘଣ୍ଟା 20ମିନିଟ ସମୟ ରେ ମନମୁଣ୍ଡା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ଏହି ଛାଡ଼ଉ 4ଘଣ୍ଟା ରେ ହୋଈଥିଲା I
Read More News
T & CPrivacy PolicyContact Us