This browser does not support the video element.
ନୟାଗଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପେଡ ମା କେ ନାମ ର ସଚେତନତା ରଥ ଶୁଭ ଆରମ୍ଭ
Nayagarh, Nayagarh | Sep 10, 2025
ଏକ ପେଡ ମା କେ ନାମ ର ସଚେତନତା ରଥ ଶୁଭ ଆରମ୍ଭ। ସୂଚନା ମୁତାବକ ଆଜି ପୂର୍ବାହ୍ନ 10 ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପେଡ ମା କେ ନାମ ର ସଚେତନତା ରଥ ଶୁଭ ଆରମ୍ଭ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଉପସ୍ଥିତ ରହିଥିଲେ। ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ନୟାଗଡ dfo।