Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ନବୀନ ପଟ୍ଟନାୟକଙ୍କୁ ବିଧାୟକ ସରୋଜ ପାଢ଼ୀ ଗାଳି ଦେବା ପ୍ରସଙ୍ଗରେ ଭୁବନେଶ୍ୱର 6ନଂରେ ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା
Bhubaneswar M Corp, Khordha | Aug 30, 2025
ସବୁ ବାଲି ଘାଟରୁ ବାଲି ଚୋରିରେ ସମ୍ପୃକ୍ତ ଆସିକା ବିଧାୟକ ସରୋଜ ପାଢୀ । ଗଂଜାମବାସୀ ଏହା ଜାଣନ୍ତି । ସରୋଜ ପାଢ଼ୀଙ୍କ ମାନସିକ ସ୍ଥିତି ବି ଠିକ ନାହିଁ । ବିରୋଧ ପାଇଁ ଯେଉଁ ଭାଷା ବ୍ୟବହାର କରୁଛନ୍ତି, ବିଜେପିର ପ୍ରବକ୍ତା ହୋଇଥିଲେ ଆମର ଅସୁବିଧା ନଥାନ୍ତା । ହେଲେ ବିଚ ରାସ୍ତାରେ ପିସି ମାଗୁଥିବା ଗୋଟେ ଲୋକ ନବୀନ ବାବୁଙ୍କ ଉପରେ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେଡି କହିଛି ।ଏନେଇ ସ୍ପଷ୍ଟୀକରଣ ମାଗିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା ।
Share
Read More News
T & C
Privacy Policy
Contact Us
Your browser does not support JavaScript!