Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବନ୍ଦାଳ ଛକ ୧୬ ନମ୍ବର ଜାତୀୟ ରାଜପଥରେ ବିଲାତି ବାଇଗଣ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବୁଧବାର ଓଲଟି ପଡ଼ିବାରୁ ଚାଳକ ଜଣଙ୍କ ଆହତ ହୋଇଛନ୍ତି।

Cuttack M Corp PS, Cuttack | Aug 27, 2025
ବନ୍ଦାଳ ଛକ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବିଲାତି ବାଇଗଣ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ବୁଧବାର ଦିନ ୪ଟାରେ ଓଲଟି ପଡ଼ିବାରୁ ଚାଳକ ଜଣଙ୍କ ଆହତ ହୋଇଛନ୍ତି। ଆହତ ଚାଳକଙ୍କ ଘର ଆନ୍ଧ୍ରପ୍ରଦେଶ ବୋଲି ସୂଚନା ରହିଛି। ଟ୍ରକଟି ଆନ୍ଧ୍ରର ବିଲାତି ମଣ୍ଡିରୁ ମାଲ ବୋଝେଇ କରି କଲକତା ମଣ୍ଡିକୁ ଖଲାସ ପାଇଁ ଯାଉଥିଲା।
Read More News
T & CPrivacy PolicyContact Us