Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କମିସନରେଟ ପୋଲିସର ଅପରେସନ ପ୍ରହାର କୁ ନେଇ ପୋଲିସ କମିସନର ଙ୍କ ଅଫିସରେ ପ୍ରତିକ୍ରିୟା ରଖିଲେ ସୁରେଶ ଦେବଦତ୍ତ ସିଂ

Bhubaneswar M Corp, Khordha | Sep 1, 2025
ନିଶା ମାଫିଆ ଙ୍କ ଉପରେ କମିସନରେଟ ପୋଲିସର ପ୍ରହାର | କମିସନରେଟ ପୋଲିସର ଆରମ୍ଭ ହେଲା ଅପରେସନ ପ୍ରହାର | ପୋଲିସ ମହାନିର୍ଦେଶକ ନିର୍ଦେଶ ରେ ଆରମ୍ଭ କରାଯାଇଛି | ଅବକାରୀ,ncb,stf ର ମିଳିତ ସହାୟତାରେ ଆରମ୍ଭ କରାଯାଇଛି | ଡ୍ରଗ୍ସ ମାଫିଆ ମାନଙ୍କ ଉପରେ ନଜର ରଖା ଯାଇଛି | ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ନିକଟରେ ନିଶା କାରବାର କୁ ରୋକ ଲଗାଇବା ପାଇଁ ଏଭଳି ଅପରେସନ ଆରମ୍ଭ କରିଛି କମିସନରେଟ ପୋଲିସ | ଦୁଇଟା ସଫଳତା ମିଳିଛି | ସାଢେ 4ଲକ୍ଷ ର ବ୍ରାଉନସୁଗର,ବନ୍ଧୁକ ଏବଂ ଗୁଳି ଜବତ ହୋଇଛି | ଇନଫୋସିଟି ଥାନା ପୋଲିସ ଗିରଫ କରିଛି |
Read More News
T & CPrivacy PolicyContact Us