Download Now Banner

This browser does not support the video element.

ପାରଳାଖେମୁଣ୍ଡି: ମୋହନା: ବିରିକୋଟ ଗାଁରେ ଘରୋଇ ପାଣି ମୋଟର ସଜାଡୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

Paralakhemundi, Gajapati | Aug 25, 2025
ଘରୋଇ ପାଣି ମଟର ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକର ମୃଥ୍ୟୁ ଘଟିଛି l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ଗାଁରେ l ମୃତ ଯୁବକ ଜଣଙ୍କ ହେଲେ, ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ପ୍ରଫୁଲ୍ଲ ବାଡ଼ତ୍ୟା l ପ୍ରଫୁଲ୍ଲ ବିରିକୋଟ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ପାଣି ମଟର ଖରାପ ହୋଇଯାଇଥିବାରୁ କାମ କରିବାକୁ ଆସିଥିଲେ l ଯାହାକୁ ନେଇ ଆଜି ଅପରାହ୍ନ ଚାରିଟା ସମୟରେ ଜାଣିବାକୁ ମିଳିଥିଲା
Read More News
T & CPrivacy PolicyContact Us