Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ପ୍ରଶାସନ କୁ ଅନୁରୋଧ ପରେ ମଧ୍ୟ ମିଳିଲା ନାହିଁ ବୋଟ , ଗାଁ କୁ ଯାଇ ନପାରି ଫେରିଲେ ଭଣ୍ଡାରିପୋଖରୀ ବିଧାୟକ

Bhadrak Rural, Bhadrak | Aug 26, 2025
ଭଦ୍ରକ ଧାମନଗର ରେ ହସନବାଦ ଗ୍ରାମକୁ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ନିଜ ଗାଁ ଧାମନଗର ବ୍ଲକ ଅଧିନ ହସନାବାଦ୍ କୁ ଯିବା ପାଇଁ ବାହାରିଥିଲେ,ବନ୍ୟା ଅଞ୍ଚଳ ହେତୁ ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ଧାମନଗର ବିଡ଼ିଓ ଙ୍କୁ ବୋଟ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ, ବିଧାୟକ ଶ୍ରୀ ମଲ୍ଲିକ ଅନଲଡ଼ିହ ଠାରେ ପହଞ୍ଚିଥିଲେ ସେଠାରେ ଦୀର୍ଘ ସମୟ ଧରି ଅପେକ୍ଷା ସତ୍ତ୍ବେ ବୋଟ ଆସିନଥିଲା, ବହୁ ସମୟ ଅପେକ୍ଷା କରି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଙ୍କ ସହ ସମସ୍ତେ ଫେରିଥିଲେ,ଏହି ଖବର ଆଜି ଦିନ 4 ଟାରେ ହସ୍ତଗତ ହୋଇଛି
Read More News
T & CPrivacy PolicyContact Us