This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏଶନ ପକ୍ଷରୁ ତ୍ରିବାର୍ଷିକ ସାଧାରଣ ପରିଷଦ ବୈଠକ ହୋଟେଲ ଗ୍ରାଣ୍ଡ ଶିବା ରେ ଅନୁଷ୍ଠିତ
Sambalpur M, Sambalpur | Aug 31, 2025
ସମ୍ବଲପୁର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋସିଏଶନ ପକ୍ଷରୁ ତ୍ରିବାର୍ଷିକ ସାଧାରଣ ପରିଷଦ ବୈଠକ ଆଜି ଦିନ 12 ଟା ସମୟରେ ହୋଟେଲ ଗ୍ରାଣ୍ଡ ଶିବା ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋଶେଶନ ର 3 ବର୍ଷ ପାଇଁ ନୂତନ ପଦାଧିକାରୀ ମାନଙ୍କ ଚୟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦାନ କରିଥିଲେ l ବିଶେଷ ଅତିଥି ଭାବରେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଏସୋଶେଶନ ର ସଭାପତି ପି ସତ୍ୟ ନାରାୟଣ ବାବୁ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ଯୋଗ ଦେ