Download Now Banner

This browser does not support the video element.

ନୂଆପଡା: ବୋଡ଼େନ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Nuapada, Nuapada | Sep 8, 2025
ବୋଡ଼େନ ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଭିଯୋଗ ଶୁଣାଣୀ ଶିବିର ଆଜି ୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଯାଇଛି। ମୋଟ ୫୪ ଗୋଟି ଅଭିଯୋଗ ଶୁଣାଣି କରିଥିଲେ। ଏହି ଅଭିଯୋଗ ସବୁର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଆଜିର ଅଭିଯୋଗ ଶୁଣାଣୀ ଶିବିରରେ ଏସପି ଅମୃତପାଲ ସିଂହ, ଜିଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲାପାଳ ସୂର୍ମୀ ସୋରେନ, ବ୍ଲକ ଅଧ୍ୟକ୍ଷା ପ୍ରେମଶିଲା ନାଗ, ଖଡିଆଳ ଡିଏଫଓ ଅଜିଜ ଖାଁ, ବିଡ଼ିଓ ଶୁଶାନ୍ତ ରଣାଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us