Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ର ଶ୍ରଦ୍ଧାଞ୍ଜଳି ହେର୍ଣା ଫୁଟବଲ ଆସୋସିଏସନ ଓଡ଼ିଶା ୧୪ ବର୍ଷୀୟା ଟିମରେ ପାଇଲେ ସ୍ଥାନ

Titlagarh, Balangir | Aug 26, 2025
ଟିଟିଲାଗଡ଼ର ଗୌରବ – ଶ୍ରଦ୍ଧାଞ୍ଜଳି ହେର୍ଣା ଛୋଟ ସହର ଟିଟିଲାଗଡ଼ରୁ ଉଦୟ ହେଉଛନ୍ତି ଏକ ଦୀପ୍ତିମାନ ତାରା ଶ୍ରଦ୍ଧାଞ୍ଜଳି ହେର୍ଣା ।ତପନ ହେର୍ଣା ଓ ପ୍ରମିଳା ହେର୍ଣାଙ୍କ କନ୍ୟା, କୋଚ ପ୍ରିତମ ନାଏକଙ୍କ ନିୟମିତ ପରିଶ୍ରମ ଓ ପ୍ରଶିକ୍ଷଣରେ ସେ ଫୁଟବଲ୍ ଆସୋସିଏସନ୍ ଓଡିଶା ( FAO ) ଅଣ୍ଡର ୧୪ ସବ–ଜୁନିଅର ଗର୍ଲ୍ସ ଟିମ୍ ରେ ଏକ ଖେଳାଳି ଭାବେ ସ୍ଥାନ ପାଇଛନ୍ତି ।ଟିଟିଲାଗଡ଼ ପାଇଁ ଏହା କେବଳ ଖେଳ ନୁହେଁ ଏହା ଗୌରବର ମୁହୂର୍ତ୍ତ ଯେ, ଟିଟିଲାଗଡ଼ର ଝିଅ ଆଜି ରାଜ୍ୟକୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରୁଛନ୍ତି । ଏହା ପ୍ରମାଣ କରେ ଛୋଟ ସହରର ପ୍ରତିଭା ବଡ଼ ମଞ୍ଚରେ ଆଲୋକିତ ହୋଇପାରେ ।
Read More News
T & CPrivacy PolicyContact Us