Download Now Banner

This browser does not support the video element.

ବଡସାହି: ବେତନଟୀରେ ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ଶାନ୍ତିକମିଟି ବୈଠକରେ ଯୋଗଦେଲେ ବିଭିନ୍ନ ବିଭାଗର ଅଧିକାରୀ

Barsahi, Mayurbhanj | Sep 11, 2025
ବେତନଟୀ ଧର୍ମଶାଳା ପରିସରରେ ଗୁରୁବାର ଅପରାହ୍ନ ପାଞ୍ଚଟାରେ ଆଗାମୀ ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆୟୋଜିତ ଶାନ୍ତିକମିଟି ବୈଠକରେ ଯୋଗଦେଲେ ପୁଲିସ ଉପଖଣ୍ଡ ଅଧିକାରିଣୀଙ୍କ ସମେତ ରାଜସ୍ୱ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଏବଂ ଟାଟା ପାୱାର ସମେତ ଅବକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀ l ଶାନ୍ତି କମିଟି ସଭାପତି ସମାଜସେବୀ ପ୍ରକାଶ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l
Read More News
T & CPrivacy PolicyContact Us