This browser does not support the video element.
ପାଟଣାଗଡ: ମିଶନ ଶକ୍ତି ଭବନରେ ସୁଭଦ୍ରା ଫୁଡ଼ ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ
Patnagarh, Balangir | Jun 10, 2025
ବିଜେପି ସରକାର ର ଏକ ବର୍ଷ ପୂତ୍ତି ଅବସରରେ ସ୍ଥାନୀୟ ମିଶନ ଶକ୍ତି ଭବନ ମଙ୍ଗଳବାର ଅପରାହ୍ନ ୪ଟାରେ ଏସ ଏ ଜି ମାନଙ୍କ ପକ୍ଷରୁ ଫୁଡ଼ ଫେଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।ଏଥିରେ ସ୍ଥାନୀୟ ବିଡ଼ିଓ ଶ୍ରୀ ସୁମନ ମିଞ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସମ୍ମାନୀତ ଅତିଥି ଭାବରେ ଏନ ଏ ସି ଇଓ ରହି ଥିଲେ ।ଏଥିରେ ୧୮ଟି ଏସ ଏ ଜି ଗ୍ରୁପର ମହିଳା ଭାଗ ନେଇ ଥିଲେ ।