Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବଦାଳୁ ଗ୍ରାମ ଠାରେ ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

Dhenkanal Sadar, Dhenkanal | Aug 5, 2025
ରାସୋଳ ଥାନା ‌ଗୁଡିଆକାଟେଣୀ-ହିନ୍ଦୋଳ ରାସ୍ତାର ବଦାଳୁ ଠାରେ ଆଜି ତା ୫।୮ ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଗୁଡିଆକାଟେଣି ଗ୍ରାମର ଗୀତାଞ୍ଜଳୀ ବେହେରାଙ୍କର ମୃତ୍ୟୁ ହୋଇଛି। ମ୍ରୃତ୍ୟୁ ଯେ କେତେ ବେଳେ କେମିତି ଆସେ ତାହା କହିବା ମୁସ୍କିଲ। ଆଜି ଏହି ପରି ଏକ ଅଭାବନୀୟ ଘଟି ଜଣେ ମହିଳାଙ୍କର ଅକାଳ ବିୟୋଗ ହୋଇଛି। ନିଜ ନଣନ୍ଦେଇଙ୍କ ମ୍ରୃତ୍ୟ ଖବର ପାଇ ଯିବା ବାଟରେ ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମ୍ରୃତ୍ୟ ହୋଇଛି।
Read More News
T & CPrivacy PolicyContact Us