Download Now Banner

This browser does not support the video element.

ରାୟଗଡା: ଗୁମା ଘାଟିରେ ଓଲଟିଥିବା ଟ୍ରଲର ଘଟଣା ୪ଟାରେ ଟ୍ରଲର ଘାଟି ରାସ୍ତାରୁ ହଟାଇବା ପରେ ରାୟଗଡ଼ା _ କୋରାପୁଟ ଗାଡ଼ି ଚଳାଚଳ ହେଲା ସ୍ଵାଭାବିକ

Rayagada, Rayagada | Sep 2, 2025
ରାୟଗଡ଼ା _ କୋରାପୁଟ କୁ ସଂଯୋଗ କରୁଥିବା ୩୨୬ ନମ୍ୱର୍ ଜାତୀୟ ରାଜପଥର ଗୁମା ଘାଟି ରେ ଓଲଟି ଥିବା ଟ୍ରଲର କୁ ହଟାଇବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us