Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ପୁରୀ ପୌର ପାଳିକା ପକ୍ଷରୁ ସହର ର ବିଭିନ୍ନ ୱାର୍ଡ ରେ ଆଇନଗତ ସଫେଇ ସୁରକ୍ଷିତ ସଫେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

Puri M, Puri | Aug 26, 2025
ଆଇନଗତ ସଫେଇ ସୁରକ୍ଷିତ ସଫେଇ ସଚେତନତା ଅଭିଯାନ ପୁରୀ ପୌରପାଳିକା ଦ୍ୱାରା 15 ଦିନ ବ୍ୟାପି ସଚେତନତା ଅଭିଯାନ " ଆଇନଗତ ସଫେଇ ସୁରକ୍ଷିତ ସଫେଇ " ଗରିମା ଯୋଜନା ଅନ୍ତର୍ଗତ ଗତ ସ୍ୱାଧୀନତା ଦିବସ ଠାରୁ ଆରମ୍ଭ ହୋଇ ତା 31.08.2025 ପର୍ଯ୍ୟନ୍ତ ଚାଲୁଅଛି l ଏହି ପରିପ୍ରେକ୍ଷୀରେ ଆଜି ଗୋଷ୍ଠୀ ସ୍ତରୀୟ ସଚେତନତା ଶିବିର ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବିଭିନ୍ନ ୱାର୍ଡ ରେ ଆଜି ଦିନ 12 ସମୟରେ ଆୟୋଜିତ ହୋଇଥିଲା l
Read More News
T & CPrivacy PolicyContact Us