Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ଫାଟକ ଅଂଚଳରେ ହେଉଥିବା ଦୁର୍ଗାପୁଜା ମଣ୍ଡପ ରୁ ଜଣେ ମହିଳା ପାଇଲେ ଏକ ସୁନା ଚେନ, ପୋଲିସ ତଦନ୍ତ ଆରମ୍ଭ

Sambalpur M, Sambalpur | Sep 30, 2025
ମହାନଗର ନିଗମ ଅନ୍ତର୍ଗତ ଫାଟକ ଅଂଚଳରେ ହେଉଥିବା ଦୁର୍ଗାପୁଜା ମଣ୍ଡପ ରୁ ଜଣେ ମହିଳା ଆଜି ଏକ ସୁନା ଚେନ ପାଇଥିଲେ l ସେପଟେ ସୁନା ଚେନ ଟି ପାଇବା ପରେ ମହିଳା ଜଣକ ଏନେଇ ତୁରନ୍ତ ଟାଉନ ଥାନା ର ଦ୍ୱାରସ୍ଥ ହେଇଥିଲେ l ପୋଲିସକୁ ପାଇଥିବା ସୁନା ଚେନ ଟି ହସ୍ତାନ୍ତର କରିଥିଲେ l ସେପଟେ ସୁନା ଚେନ ଟି କାହାର ତାହା ଜଣାପଡ଼ିନାହିଁ l
Read More News
T & CPrivacy PolicyContact Us