This browser does not support the video element.
କେନ୍ଦୁଝର ସହର: ଦାନ୍ତିଆ ଆଶ୍ରମ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଙ୍କ ମନମାନି କାର୍ଯ୍ୟକଳାପ ବିରୁଦ୍ଧର ବିଇଓଙ୍କୁ ଅଭିଯୋଗ #jansamasya
Kendujhar Town, Kendujhar | Aug 21, 2025
- ଶିକ୍ଷୟତ୍ରୀ ଙ୍କ ମନମାନି କାର୍ଯ୍ୟକଳାପ ବିରୁଦ୍ଧରେ ଗ୍ରାମବାସୀ ଙ୍କ ଅଭିଯୋଗ। ଘସିପୁ୍ରା ବ୍ଲକ ଦାନ୍ତିଆ ଆଶ୍ରମ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ରେ ବ୍ୟତିକ୍ରମ କରି ମାଧ୍ୟାର୍ହ୍ନ ଭୋଜନ ପାଇଁ ଅଧିକ ଟଙ୍କା ଉଠାଉଥିବା ନେଇ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁଯାୟୀ ପ୍ରତ୍ୟେକ ଦିନ ୧୫୦ ରୁ ୧୬୦ ପାଖାପାଖି ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଥିବା ବେଳେ ୨୧୦ ଜଣରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ଦର୍ଶାଇ ମାଧ୍ୟାର୍ହ୍ନ ଭୋଜନ ଟଙ୍କା ଉଠାଉଛନ୍ତି ।