Install App
publicnewskoraput
This browser does not support the video element.
କୋରାପୁଟ ସହର: କୋରାପୁଟ ପଞ୍ଚାୟତ ସାଧନା କେନ୍ଦ୍ରରେ ବୈପାରିଗୁଡା ବ୍ଳକର ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ସଂକ୍ରାନ୍ତିୟ ପ୍ରଶିକ୍ଷଣ ଶିବିର
Koraput Town, Koraput | Sep 10, 2025
କୋରାପୁଟ ପଞ୍ଚାୟତ ସାଧନା କେନ୍ଦ୍ରରେ ବୁଧବାର ଅପରାହ୍ନ ୪ଟା ସମୟରେ ଗୋଷ୍ଠୀ ଭିତ୍ତିକ ଜଳ ପରିଚାଳନା ସଂକ୍ରାନ୍ତିୟ ଏକ ଦିବସୀୟ ବ୍ଳକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ନିର୍ବାଚନ ମଣ୍ଡଳୀ ବୈପାରିଗୁଡା ବ୍ଳକ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆ ଯାଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତାଲିମ୍ ଆସନ୍ତା ଦିନରେ ବ୍ଳକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀତା କରାଯିବ ବୋଲି ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!