Install App
baripada_news
This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଏଆଇ କ୍ୟାମେରା ପୁଣି ଧରାଇଲା ମାଙ୍କଡପଦା ଓ ଲାବଣ୍ୟଦେଇପୁର ଗ୍ରାମର ୨ଜଣ ଶିକାରୀ; ୨ଟି ଦେଶୀ ବନ୍ଧୁକ ସହ ଧନୁ ଓ ତୀର ଜବତ
Baripada M, Mayurbhanj | Sep 9, 2025
ଏଆଇ କ୍ୟାମେରା ସହାୟତାରେ ପୁଣି ୨ଜଣ ଶିକାରୀ ଧରା ପଡିଛନ୍ତି। ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗ ପ୍ରୟାସ ସଫଳ ହୋଇଛି। ୨ଜଣ ଶିକାରୀଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ସେମାନେ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ମାଙ୍କଡପଦା ଗ୍ରାମର ଗୋବିନ୍ଦ ସୋରେନ ଓ ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗ୍ରାମର ମାରା ସିଂ।
Share
Read More News
T & C
Privacy Policy
Contact Us
Your browser does not support JavaScript!