Download Now Banner

This browser does not support the video element.

ଜଗତସିଂହପୁର: ହାଟବଜାର ଛକ ନିକଟରୁ ବ୍ରାଉନସୁଗାର ଜବତ ନେଇ ଜଗତସିଂହପୁର ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ରତିକ୍ରିୟା ରଖିଲେ ଏସ୍ପି

Jagatsinghapur, Jagatsinghpur | Sep 12, 2025
ଜଗତସିଂହପୁର ପୋଲିସ ଦ୍ୱାରା ହାଟବଜାର ଛକ ନିକଟରେ ବ୍ରାଉନସୁଗାର ଜବତ ଓ ଜଣେ ଅଭିଯୁକ୍ତ ଗିରଫ ସମ୍ପର୍କରେ ସୂଚନା ଦେଇ ପ୍ରତିକ୍ରିୟା ରଖିଲେ ଏସ୍ପି ଅଙ୍କିତ କୁମାର ବର୍ମା । ଆଜି ରାତି ୭ ଟା ସମୟରେ ଜଗତସିଂହପୁର ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିକ୍ରିୟା ରଖିଛନ୍ତି ଏସ୍ପି ଅଙ୍କିତ କୁମାର ବର୍ମା
Read More News
T & CPrivacy PolicyContact Us