This browser does not support the video element.
ଅନୁଗୋଳ: ଜରାଛାଟ ଗ୍ରାମ ନିକଟ ଚିତ୍ରକୁଟ ପାହାଡ଼ରେ ବଜ୍ରପାତରେ ୩୦ରୁ ଉର୍ଦ୍ଧ୍ଵ ଗୁରୁତର
Anugul, Angul | Sep 6, 2025
ବଜ୍ରାଘାତରେ ୪୦ରୁ ଉର୍ଦ୍ଧ୍ଵ ଜ ଗୁରୁତର । କଣିହାଁ, ଛେଣ୍ଡିପଦା ଏବଂ କୋଶଳା ମେଡ଼ିକାଲରେ ଭର୍ତ୍ତି।ଦେବଗଡ଼ ଜିଲ୍ଲା କୁଣ୍ଢେଗୋଳା ଥାନା ଜରାଛାଟ ଗାଁର ଚିତ୍ରକୂଟ ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ବେଳେ ବଜ୍ରାପାତରେ ୩୦ରୁ ଉର୍ଦ୍ଧ୍ଵ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛେଣ୍ତିପଦା, କୋଶଳା ଓ କଣିହାଁ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି।