Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଜାମିନରେ ଆସି ମାଡ଼ ମାରିବା ତଥା ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

Paralakhemundi, Gajapati | Sep 27, 2025
ଜାମିନରେ ଆସି ମାଡ଼ ମାରିବା ତଥା ଧମକ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ । ଗଜପତି ଜିଲ୍ଲାର ମୋହନାର ବିଚାରପତି ଆଇନ କାନୁନ ବ୍ୟବସ୍ଥା ଉପରେ କିପରି ଜନ ସାଧାରଣଙ୍କର ଆସ୍ଥା ପୁଣି ଫେରି ଆସିବ ସେ ନେଇ ନିଜ ରାୟରେ ଅଭିଯୁକ୍ତଙ୍କୁ ଭର୍ତ୍ସନ୍ନା କରିବା ସହ ଭବିଷ୍ୟତରେ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ଚେତାବନୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଅନିନ୍ଦିତା ଅନୁରାଗିନୀ ବେହେରାଙ୍କ ଅଭିଯୋଗ କ୍ରମେ ତା ୨୫-୦୯-୨୦୧୬ ସକାଳ ସମୟରେ ତାଙ୍କ ସରକାରୀ ବାସଭବନକୁ ଆସି ଅଭିଯୁକ୍ତ ତ
Read More News
T & CPrivacy PolicyContact Us