Install App
shantanupanda7
This browser does not support the video element.
ବଡସାହି: ବେତନଟୀ ରେଳଷ୍ଟେସନରେ ନିର୍ମାଣାଧୀନ ପ୍ରକଳ୍ପରୁ ବର୍ଷାଜଳ ନିଷ୍କାସନରେ ବିଭ୍ରାଟକୁ ନେଇ ବେତନଟୀରେ ସ୍ଥିତି ସମୀକ୍ଷା କଲେ ମୟୁରଭଞ୍ଜ ଜିଲ୍ଲାପାଳ
Barsahi, Mayurbhanj | Sep 4, 2025
ବେତନଟୀ ରେଳ ଷ୍ଟେସନରେ ନିର୍ମାଣାଧୀନ ପ୍ରକଳ୍ପ ପାଇଁ ବର୍ଷାଜଳ ନିଷ୍କାସନ ସମସ୍ୟା ଉଦବେଗଜନକ ସ୍ଥିତିରେ ପହଞ୍ଚି ଥିବାବେଳେ ଅଞ୍ଚଳବାସୀଙ୍କ ଅଭିଯୋଗପରେ ଗୁରୁବାର ସନ୍ଧ୍ୟା ୬ଟାରେଳ ବେତନଟୀ ରେଳଷ୍ଟେସନରେଳ ପହଞ୍ଚି ସ୍ଥିତି ସମୀକ୍ଷାକଲେ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ l ବେତନଟୀ ରେଳଷ୍ଟେସନରେ ଅଣ୍ଡରପାସ ଠାରୁ ଆରମ୍ଭ କରି ଏକାଧିକ ପ୍ରକଳ୍ପ ନିର୍ମାଣାଧୀନ ଥିବାବେଳେ ଏହା ବର୍ଷାଜଳ ନିଷ୍କାସନରେ ବାଧକ ସାଜିଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!