This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ତିହିଡି ଭାଟପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ବଦଳି ଯୋଗୁଁ ସ୍କୁଲ ଗେଟ ରେ ତାଲା
Bhadrak Rural, Bhadrak | Sep 2, 2025
ସ୍କୁଲ ଗେଟ ରେ ତାଲା,ବାହାରେ ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ,ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଭାଟପଡା ସରକାରୀ ପ୍ରଥମିକ ବିଦ୍ୟାଳୟ ରେ ଏମିତି ସ୍ଥିତି ଦେଖିବା ପାଇଁ ମିଳିଛି, ବିଦ୍ୟାଳୟ ରେ 87 ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର 3 ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଥିଲେ । କିଛି ମାସ ପୂର୍ବରୁ ଜଣେ ଶିକ୍ଷୟତ୍ରୀ ନିଯୁକ୍ତି ପରେ ସଂଖ୍ୟା 4 ରେ ପହଞ୍ଚିଥିଲାତେବେ ପୁଣି ଶିକ୍ଷୟତ୍ରୀ ଙ୍କ ହଠାତ୍ ବଦଳି ହୋଇ ଯାଇଛି, ତେଣୁ ଏହି ବଦଳି କୁ ବିରୋଧ କରି ଅଭିଭାବକ ମାନେ ସ୍କୁଲ ଗେଟ ରେ ତାଲା ପକାଇଥିଲେ, ଏହି ଖବର ଦିନ 2 ଟାରେ ହସ୍ତଗତ ହୋଇଛି