Install App
angulkhabar123
This browser does not support the video element.
ଅନୁଗୋଳ: ଜିଲ୍ଲାରେ ପର୍ବ ପର୍ବାଣୀ ପାଇଁ ଚାନ୍ଦା ଆଦାୟ ଘଟଣାକୁ ନେଇ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଏସପି ରାହୁଲ ଜୈନ
Anugul, Angul | Aug 25, 2025
ଶିଳ୍ପ ନଗରୀ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପର୍ବ ପର୍ବାଣୀରେ ଚାନ୍ଦା ଆଦାୟ କରା ଯାଏ। ଚାନ୍ଦା ଜୋର୍ ଜବର ମାଗିବା ଅପରାଧ। ତେଣୁ ଏହାକୁ ନେଇ ଜିଲ୍ଲାରେ ଆଗକୁ ଆସୁଥିବା ପର୍ବ ପର୍ବାଣୀ ପାଇଁ ଚାନ୍ଦା ଆଦାୟ କିପରି ରୋକା ଯାଇ ପାରିବ ସେ ନେଇ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!