This browser does not support the video element.
ଢେଙ୍କାନାଳ ସଦର: ମାନପୁର ଗ୍ରାମ ଠାରେ ପ୍ରେମରେ ଅସଫଳ ପାଇଁ ଯୁବତୀଙ୍କ ଆତ୍ମହତ୍ୟା, ଥାନାରେ ଲିଖିତ ଅଭିଯୋଗ
Dhenkanal Sadar, Dhenkanal | May 21, 2025
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମ ଠାରେ ରାମଚନ୍ଦ୍ର ମହାନ୍ତିଙ୍କ କନ୍ୟା ଶୁଭ ଲକ୍ଷ୍ମୀ ବୟସ ୨୩ ଙ୍କର ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା କଣ୍ଟାବଣିଆ ଥାନାରେ ଆଜି ତା୨୧।୫ ରିଖ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଲିଖିତ ଅଭିଯୋଗ କରିଛନ୍ତି ରାମଚନ୍ଦ୍ର ମହାନ୍ତି ।ତାଙ୍କ ଅଭିଯୋଗ ହେଲା ଅନଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳ କଣାଇଲୋ ପାଟଣା ସାହିର ଶିବାନନ୍ଦ ମାଝୀ ନାମକ ଯୁବକ ତାଙ୍କ ଝିଅକୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ବ୍ଲାକ ମେଲ୍ କରିଥିବା ଅଭିଯୋଗ କରିଛନ୍ତି।