Install App
harishbhoi
This browser does not support the video element.
ଭଟଲି: ଶରଧାପାଲୀ ସ୍କୁଲ ପଡିଆରେ ଆଜି ଚାଲିଥିବା ନିଶୁଳ୍କ ସ୍ବାସ୍ଥ୍ୟଶିବିର ରେ ଯୋଗଦାନ କଲେ ଭଟଲୀ ବିଧାୟକ
Bhatli, Bargarh (Baragarh) | Aug 24, 2025
ଭଟଲୀ ବ୍ଲକ ଅନ୍ତର୍ଗତ ଶରଧାପାଲୀ ସ୍କୁଲ ପଡିଆରେ ଆଜି ବିଶ୍ବ ହିନ୍ଦୁ ପରିଷଦ ତରଫରୁ ଆୟୋଜିତ ହୋଇଥିବା ନିଶୁଳ୍କ ସ୍ବାସ୍ଥ୍ୟଶିବିର ରେ ଆଜି 12 PM ସମୟରେ ଯୋଗଦାନ କରି ଥିଲେ ଏବଂ ଆୟୋଜିତ କରିଥିବା କର୍ମକର୍ତାଙ୍କୁ ଉତ୍ସାହିତ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!