This browser does not support the video element.
ଧରାକୋଟ: ପଟିଗୁଡା ଗ୍ରାମରେ ବିଜେପି ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
Dharakote, Ganjam | Sep 29, 2025
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପଟିଗୁଡା ଗ୍ରାମରେ ବିଜେପି ପକ୍ଷରୁ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଜେପି ପୋଡାମାରି ମଣ୍ଡଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ବିଜେପି ପୂର୍ବତନ ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ଯୋଗଦେଇ ଗ୍ରାମ ନିକଟ ପର୍ବତ ରେ ବୃକ୍ଷ ରୋପଣ କରାଯାଇଛି l