Download Now Banner

This browser does not support the video element.

ନୂଆପଡା: ଚିକଲଚୁଆଁ ଆଶ୍ରମ ବିଦ୍ୟାଳୟରେ ରୋଷେୟା ପଦଵୀରେ ଅନିୟମିତା ନେଇ ନୂଆପଡ଼ା ଠାରେ ଜିଲ୍ଲାପାଳଙ୍କୁ ଅଭିଯୋଗ

Nuapada, Nuapada | Aug 1, 2025
ଆମ ଆଦମୀ ପାର୍ଟ ନୂଆପଡା ଜ଼ିଲ୍ଲା ତାରଫରୁ ବୋଡ଼େନ ବ୍ଲକ ଅନ୍ତର୍ଗତ ଚିକଲଚୁଆଁ ଆଶ୍ରମ ବିଦ୍ୟାଳୟରେ ରୋଷେୟା ପଦଵୀରେ ଅନିୟମିତା ଅଭିଯୋଗ ନେଇ ଆଜି ୧୨ ଟାରେ ନୂଆପଡା ଠାରେ ଜ଼ିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଅଭିଯୋଗ କରାଯାଇଥିଲା। ଜିଲ୍ଲାପାଳ ଏହାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।
Read More News
T & CPrivacy PolicyContact Us